Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା

utkala khabar
Last updated: May 19, 2025 12:59 pm
utkala khabar
Published May 19, 2025
Share
SHARE

ପୁରୀ ୧୯/୫ ବଢୁଛି ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ଅଡୁଆ ।  ପୁରୀ ନୌସେନା ଦିବସରେ ଯୋଗ ଦେଇଥିଲେ ପ୍ରିୟଙ୍କା ।  ୨୦୨୪ ମସିହା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ ହୋଇଥିଲା ।  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ପାକ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ଲିଙ୍କ ପରେ ତନାଘନା ଚାଲିଛି ।

ବଢ଼ୁଛି ପ୍ରିୟଙ୍କା ସେନାପତିଙ୍କ ଗିରଫ ସମ୍ଭାବନା । ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ଜ୍ୟୋତିଙ୍କ ଲିଙ୍କ୍ ନେଇ ତନାଘନା କରୁଛି ପୁରୀ ପୁଲିସ । ଦୁଇଦିନ ହେଲା ପ୍ରିୟଙ୍କା ଓ ତାଙ୍କ ପରିବାରକୁ ପଚରାଉଚରା ଚାଲିଛି ।  ପ୍ରିୟଙ୍କାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା ।  ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ଗିରଫ ପରେ ତଦନ୍ତ ପାଇଁ ପୁରୀ ଆସିପାରେ ଏନଆଇଏ ।

ଜାତୀୟ ସୁରକ୍ଷା ସଂପର୍କିତ ମାମଲା ହୋଇଥିବାରୁ ପୁରୀ ଆସି ଏନଆଇଏ ଖୋଳତାଡ କରିପାରେ ।  କାରଣ ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ ।  ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ?  ସେ ସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।

You Might Also Like

ମେ’ ପହିଲାରୁ ୩ ମାସ ବନ୍ଦ ରହିବ ଭିତରକନିକା

ମେଥିରେ ଔଷଧ ଗୁଣ ଭରପୂର ମାତ୍ରାରେ ରହିଛି, ଜାଣନ୍ତୁ

ଆସୁଛି ବଡ଼ ଲଘୁଚାପ ! କାଲିଠୁ ପ୍ରବଳ ବର୍ଷା

ଆଜି ହେବ ହାଇଦରାବାଦ୍‌-ଦିଲ୍ଲୀ ମଧ୍ୟରେ ଲଢେଇ

ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

TAGGED:#odisha#puri#UTKALA KHABARAttended Navy dayHaryana YoutuberJoti MalhotraNavy DayPriyanka SenapatiState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?