Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଜ୍ରପାତରେ ଜଣେ ନାବାଳକଙ୍କ ମୃତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

utkala khabar
Last updated: April 29, 2025 3:30 pm
utkala khabar
Published April 29, 2025
Share
SHARE

ରାଜକନିକା ୨୯/୪ : ବଜ୍ରପାତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି | ଗତକାଲି ଅପରାହ୍ନ ପ୍ରାୟ 7ଟା ସମୟରେ ରାଜନଗର ବ୍ଲକ ଶିକାରପାହି ଗାଁର 12 ବର୍ଷ ର ବାଳକ ସୁକୁମାର ମାନ୍ନା ଘର ପାଖ ପଡିଆରେ ଖେଳୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା | ଘରକୁ ଦୌଡି ଆସିବା ବେଳେ ସୁକୁମାରଙ୍କ ଉପରେ ବଜ୍ରପାତ ପଡିଥିଲା | ଘଟଣା ସ୍ତଳରେ ସୁକୁମାର ଟଳି ପଡିଥିଲେ | ସୁକୁମାରଙ୍କ ଛାତି ଉପରେ ବଜ୍ରପାତ ପଡିଥିଲା | ଗୁରୁତର ଅବସ୍ଥାରେ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଅପରାହ୍ନ ରେ ରାଜନଗର ତାଳଚୁଆ ଅଞ୍ଚଳ ରେ କାଳ ବୈଶାଖ ପ୍ରଭାବ ରେ ପ୍ରବଳ ବର୍ଷା ହୋଇଛି।
ବାଇଟ -ମୃତ ସୁକୁମାର ଙ୍କ ଦାଦା

You Might Also Like

ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ଜାଣନ୍ତୁ

ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମୃତ, ୭ ଆହତ

କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଆଜିର ସୁନା ଦର କେତେ ଜାଣନ୍ତୁ ?

ଗୁଜରାଟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ JN.1ର ଲକ୍ଷଣ କଣ ?

TAGGED:#odisha#UTKALA KHABARRajnagar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?