Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କଟକ ନୂଆସାହି ଅଞ୍ଚଳରେ ଅଭାବନୀୟ ଘଟଣା, ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କଟକ ନୂଆସାହି ଅଞ୍ଚଳରେ ଅଭାବନୀୟ ଘଟଣା, ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

utkala khabar
Last updated: April 14, 2025 1:38 pm
utkala khabar
Published April 14, 2025
Share
SHARE

କଟକ ୧୪/୦୪ : କଟକ ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।   ଏକ ଧର୍ମାନୁଷ୍ଠାନ ପରିସର ଭିତରେ ଥିବା ବନ୍ଦ୍ ଘର ଭିତରୁ ଯୁବକଙ୍କ ମୃତଦେହ ମିଳିଛି  ।  ସୂଚନାନୁସାରେ ଗତ କାଲି ଅପରାହ୍ନରେ ଖାଦ୍ୟ ଖାଇବାପରେ ଶୋଇ ବାକୁ ଯାଇ ଥିଲେ ଯୁବକ। ଘର କବାଟ ଭିତର ପଟୁ ବନ୍ଦ କରି ଦେଇ ଥିଲେ।

ରାତିରେ ସନ୍ଦେହ ହେବାକୁ ପୋଲିସକୁ ଖବର ଦେଇଥିଲେ ଅନ୍ତେବାସୀ ।  ପୋଲିସ କବାଟ ଭାଙ୍ଗି ଭିତରକୁ ପଶି ଥିଲା ।  ଘର ଭିତରେ ଯୁବକଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା ।  ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଜଣାଇଥିଲେ । ଘଟଣା ସ୍ଥଳରେ ବିଡାନାସୀ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କାହିଁକି ଏ ଯୁବକ ପ୍ରାଣ ହାରିଲେ କିମ୍ବା ମୃତ୍ୟୁ ପଛରେ ଆଉ କିଛି କାରଣ ଲୁଚି ରହିଛି ତାହାର ଛାନଭିନ କରୁଛି ପୋଲିସ ।

You Might Also Like

ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

ପରଲୋକରେ ପୂର୍ବତନ ବିଧାୟକ

ଉର୍ବଶୀ ରାଉତେଲାଙ୍କ ବୟାନ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ

ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଜେପି ନଡ୍ଡା

TAGGED:#cuttack#UTKALA KHABARCuttack nuasahi areaShocking Incident
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?