Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେ’ ମାସ ଶେଷ ସପ୍ତାହରେ କେରଳ ଛୁଇଁଲା ମୌସୁମୀ ବାୟୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମେ’ ମାସ ଶେଷ ସପ୍ତାହରେ କେରଳ ଛୁଇଁଲା ମୌସୁମୀ ବାୟୁ

utkala khabar
Last updated: May 24, 2025 1:19 pm
utkala khabar
Published May 24, 2025
Share
SHARE

ଭୁବନେଶ୍ବର ୨୪/୫ : ମେ’ ଶେଷ ମାସରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି ।  ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି ।  ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି।

୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି । ତେବେ ଦୀର୍ଘ ୧୬ ହର୍ଷ ପରେ ଏଥର ଶୀଘ୍ର ମୌସୁମୀ ଛୁଇଁଛି ବୋଲି କୁହାଯାଉଛି ।

କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଧିରେ ଧିରେ ଅଗ୍ରସର ହେଉଛି ମୌସୁମୀ ବାୟୁ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମେ’ ୨୪ରେ କେରଳ ମଧ୍ୟକୁ ଅଗ୍ରସର ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ୍ସ ଜରିଆରେ ସୂଚନା ପ୍ରଦାନ କରିଛି । ସ୍ୱାଭାବିକ ତାରିଖ ଜୁନ୍ ୧ ତୁଳନାରେ ୮ ଦିନ ପୂର୍ବରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଗତ ୨୫ ବର୍ଷରେ ୨୦୦୯ ଏବଂ ୨୦୦୧ ମସିହା ପରେ ମୌସୁମୀ ବାୟୁ କେରଳରେ ସଅଳ ଅଗ୍ରସର ହୋଇଛି । ମୌସୁମୀ ବାୟୁ ମେ’ ୨୩ରେ ୨୦୦୧, ୨୦୦୯ରେ କେରଳରେ ପ୍ରବେଶ କରିଥିଲା । ୧୯୭୫ ମସିହାରୁ ତଥ୍ୟ ଅନୁଯାୟୀ, ୧୯୯୦ (ମେ’ ୧୯, ୧୯୯୦)ରେ ୧୩ ଦିନ ଅଗ୍ରସର ହୋଇଥିଲା ।

 

 

You Might Also Like

ଆଉ ନାହାନ୍ତି ପୋପ୍ ଫ୍ରାନ୍ସିସ, ୮୮ ବର୍ଷ ବୟସରେ ପରଲୋକ

୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା

ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

ତହବୁର ରାଣାକୁ ହୋଇପାରେ ଖୁବ ଶୀଘ୍ର ଫାଶୀଦଣ୍ଡ

ଆସିଲା ନୂଆ ପେଟ୍ରୋଲ ଦର; ଟାଙ୍କି ଭରିବା ପୂର୍ବରୁ ଜାଣନ୍ତୁ ରେଟ୍

TAGGED:#odisha#state#UTKALA KHABAR#weather news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?