ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ, ଟ୍ରଫି ଜିତିଲା ଆରସିବି ‘ଇ ସାଲା କପ୍ ନାମଡୁ’
ଅହମ୍ମଦାବାଦ ୪/୬ : ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ। ଶେଷରେ ଆଇପିଏଲ୍ ଟ୍ରଫି ଜିତିବାରେ…
ପ୍ରଥମ ଟାଇଟଲ ଆଶାରେ ବେଙ୍ଗାଲୁରୁ-ପଞ୍ଜାବ
ଆଇପିଏଲ ୩/୬ : ଆଜି ଆଇପିଏଲରେ ଫାଇନାଲ ଫାଇଟ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ…
ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କଲା ପଞ୍ଜାବ
ଆଇପିଏଲ ୨/୬ : ଆଇପିଏଲରେ ୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ…
ମ୍ୟାଚ୍କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା
ଆଇପିଏଲ ୩୧ /୫ : ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ।…
ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍ରେ ପ୍ରବେଶ
ଆଇପିଏଲ ୩0/୫ : ବୋଲରଙ୍କ ଘାତକ ବୋଲିଂ ପରେ ଫିଲିପ ସଲ୍ଟଙ୍କ ଧୂଆଁଧାର ବିସ୍ପୋରକ ଅର୍ଦ୍ଧଶତକ।…
ପ୍ରଥମ କ୍ବାଲିଫାୟାର ମ୍ୟାଚ୍: ପଞ୍ଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଆଇପିଏଲ ୨୯/୫ : ଆଜି ଆଇପିଏଲ ପ୍ରଥମ କ୍ବାଲିଫାୟର ମୁକାବିଲା । ଫାଇନାଲ ଟିକେଟ ପାଇଁ…
କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ
ଆଇପିଏଲ ୨୭/୫ : ଜୋଶ ଇଂଲିଶ ଏବଂ ପ୍ରିୟାଂଶ ଆର୍ଯ୍ୟଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ…
ଚଣ୍ଡୀଗଡ଼ କୋର୍ଟରେ ମାମଲା ରୁଜୁ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା
ଚଣ୍ଡୀଗଡ଼ ୨୪/୫ : କୋର୍ଟ ଗଲେ ପ୍ରୀତି ଜିଣ୍ଟା । ପଞ୍ଜାବ କିଙ୍ଗସର କୋ ଓନର ତଥା…
ଆଇପିଏଲରେ ପ୍ରଥମ ଥର ରେକର୍ଡ ହାସଲ କଲେ ଶ୍ରେୟସ ଆୟର
ଆଇପିଏଲ ୨୨/୫ : ଭାରତୀୟ କ୍ରିକେଟର ନିଜର ଆକ୍ରମଣାତ୍ମକ କ୍ରିକେଟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା…
ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍-୨୦୨୫ ମ୍ୟାଚ । ଜାତୀୟ ଗଣମାଧ୍ୟମର ସୂଚନା…