Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

utkala khabar
Last updated: May 24, 2025 12:24 pm
utkala khabar
Published May 24, 2025
Share
SHARE

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ । ୫୪ ବର୍ଷ ବୟସରେ ମୁକୁଲଙ୍କ ଦେହାନ୍ତ । ଗତରାତିରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଥିଲେ ମୁକୁଲ ଦେବ ।ତେବେ ଟିଭି ଏବଂ ସିନେମା ଜଗତରେ ବେଶ ଜଣାଶୁଣାଥିଲେ ମୁକୁଲ ଦେବ ।

ସନ୍ ଅଫ୍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲ ଦିୱାନା, ପ୍ୟାର୍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍ କଭି କଭି ୟାର, ୱାଜୁଦ ଭଳି ସିନେମାରେ ଅଭିନୟ କରିଛନ୍ତି ମୁକୁଲ ।୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ୧୯୯୬ ମସିହାରୁ ନିଜ ଅଭିନୟ ଜୀବନ ଆରମ୍ଭ କଲେଣି । କେବଳ ହିନ୍ଦୀ ନୁହେଁ ମାଲାୟଲମ୍, କନ୍ନଡ, ତେଲୁଗୁ ସିନେମାରେ ବି ସେ ଅଭିନୟ କରିଛନ୍ତି ।

 

You Might Also Like

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

ପୁରୀକୁ ଗଡିବ ହଜାରେ ବସ, ଯାତ୍ରୀଙ୍କୁ ୧୦ ଟଙ୍କାରେ ମିଳିବ ମିଲ୍

ପହଲଗାମ ହମଲାର ମାଷ୍ଟରମାଇଣ୍ଡ କିଏ? ଟିଆରଏଫ ଷ୍ଟ୍ରାଇକର ନେତୃତ୍ୱ କିଏ ନେଇଥିଲା?

ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ଜାଣନ୍ତୁ

TAGGED:#bollywood actor#entertainment news#UTKALA KHABARMukul DevPassed Away
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?