Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

SBI ଡିଜିଟାଲ ସେବା ୩ ଘଣ୍ଟା ପାଇଁ ବନ୍ଦ, ATM ବ୍ୟବହାର ପାଇଁ ପରାମର୍ଶ

utkala khabar
Last updated: April 1, 2025 6:02 pm
utkala khabar
Published April 1, 2025
Share
SHARE

ଏସ.ବି.ଆଇର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି ।  ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ଏହି ସମୟରେ UPI ଲାଇଟ୍ ଓ ATM ବ୍ୟବହାର ପାଇଁ ପରାମର୍ଶ ଦେଇଛି ବ୍ୟାଙ୍କ ।

SBI X ରେ ପୋଷ୍ଟ କରିଛି ଯେ କ୍ଲୋଜିଂ ଯୋଗୁଁ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ତଥାପି, ଗ୍ରାହକମାନେ UPI ଲାଇଟ୍ କିମ୍ବା ATM ସେବା ମାଧ୍ୟମରେ ଟଙ୍କା କାରବାର କରିପାରିବେ । ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି ।

ତେବେ କେତେକ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି କି, ଆଜି ସକାଳ ଠାରୁ ୟୁପିଆଇ ପେମେଣ୍ଟରେ ସମସ୍ୟା ଦେଖାଯାଉଛି । କିନ୍ତୁ ଏସବିଆଇ ପକ୍ଷରୁ କେବଳେ ୩ ଘଣ୍ଟା ବନ୍ଦ ରହିବା ନେଇ କୁହାଯାଇଛି ।

You Might Also Like

ଏପ୍ରିଲରେ ୧ ଲକ୍ଷ ଛୁଇଁବ ସୁନା ଦର

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମୁହଁରେ ଗୋଲାପ ଜଳ ଲଗାଇବା ଦ୍ୱାରା କ’ଣ ହୁଏ? ଜାଣନ୍ତୁ

ଗ୍ରୀଷ୍ମ ଋୁତିରେ ସେଓ ଖାଇବା ଉଚିତ୍, ଜାଣନ୍ତୁ

ଏପ୍ରିଲ ୦୨ ତାରିଖ, ବୁଧବାର ଜାଣନ୍ତୁ କେଉଁ ରାଶି ଆପଣଙ୍କ ପାଇଁ କେମିତି ରହିବ

TAGGED:#atm#sbi atm#sbi bank#transaction#upi#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?