Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବାଣିଜ୍ୟ

ଏୟାର କୁଲର ଅଫର, ଏହି କୁଲରଗୁଡିକ ମଧ୍ୟ ଏସିକୁ ଦେବ କଡ଼ା ଟକ୍କର

utkala khabar
Last updated: April 14, 2025 3:05 pm
utkala khabar
Published April 14, 2025
Share
SHARE

ଆଗକୁ ଆହୁରି ଅଧିକ ଗରମ ବଢ଼ିବ । ତେଣୁ ଯଦି ଆପଣ ଏକ ନୂଆ କୁଲର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ବର୍ତ୍ତମାନ ବଜାରରେ ଅନେକ ପ୍ରକାରର କୁଲର ଉପଲବ୍ଧ । ଆପଣଙ୍କୁ ଶସ୍ତା କୁଲର ସହିତ ମହଙ୍ଗା କୁଲର ମଧ୍ୟ ମିଳିବ । ଯଦି ଆପଣ ଗରମରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ଏବେ କିଣିବା ଲାଭଦାୟକ ହୋଇପାରେ । ବର୍ତ୍ତମାନ୍ ଫ୍ଲିପକାର୍ଟ ନିଜର ୟୁଜର୍ସମାନଙ୍କୁ ପ୍ରିମିୟମ୍ କୁଲର ଉପରେ ଭାରୀ ଡିସକାଉଣ୍ଡ ଦେଉଛି ।

ଯଦି ଆପଣଙ୍କର ବଜେଟ୍ କମ୍ ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଫ୍ଲିପକାଟ୍ ଏୟାରର କୁଲର ଉପରେ ଡିଲ୍ ପ୍ରଦାନ କରୁଛି । ଫ୍ଲିପକାର୍ଟ ତାର ୟୁଜର୍ସମାନଙ୍କୁ ଏୟାର କୁଲର ଉପରେ ୬୩% ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହି ଅଫର ସହିତ ଆପଣ ପ୍ରାୟ ୧୦,୦୦୦ ଟଙ୍କାରେ AC ଭଳି ପବନ ପ୍ରଦାନ କରୁଥିବା କୁଲର କିଣିପାରିବେ । ଆସନ୍ତୁ ଆପଣଙ୍କୁ କିଛି ଭଲ କୁଲର ବିଷୟରେ କହିବୁ, ଯାହା ଆପଣଙ୍କୁ ଗ୍ରାଷ୍ମ ଋତୁରେ ବହୁତ ରିଲାକ୍ସ ଦେବ ।

୪୫ ଲିଟର ପାଣି ପାୱାର ସହିତ ଆସିଥାଏ । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ଏହାର କୂଲ୍ୟ ୧୩,୯୯୦ ଟଙ୍କା କିନ୍ତୁ ଏଥିରେ ୫୭% ଡିସମାଉଣ୍ଟ ମଧ୍ୟ ଦିଆଯାଉଛି । ଏହି ଅଫର ପରେ ଆପଣ ଏହାକୁ ମାତ୍ର ୫,୯୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ । କମ୍ପାନୀ ଫ୍ଲିପକାର୍ଟ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ରାହକମାନଙ୍କୁ ୫% ଡିସକାଉଣ୍ଟ ମଧ୍ୟ ଦେଉଛି ।

କୁଲର ପାଇଁ Crompton ଏକ ପପୁଲାର ବ୍ରାଣ୍ଡ । Crompton Desert Air Cooler ୭୫ ଲିଟର ପାଣି କ୍ଷମତା ସହିତ ଆସିଥାଏ । ଏହି ଏୟାର କୁଲରରେ ମୂଲ୍ୟ ୧୭,୨୦୦ ଟଙ୍କା କିନ୍ତୁ ବର୍ତ୍ତମାନ ଏଥିରେ ୪୧% ଡିସକାଉଣ୍ଟ ଦିଆଯାଉଛି । ଅଫର ପରେ ଏହାର ମୂଲ୍ୟ ୯,୯୯୯ ଟଙ୍କା ହୋଇଯାଇଛି । ଏହା ଏକ ପାୱାରଫୁଲ୍ ଏୟାର କୁଲର ଏବଂ ଏହା ୪୫ ଫୁଟ୍ ପର୍ଯ୍ୟନ୍ତ ପବନ ଦେଇଥାଏ । ଏହି ଏୟାର କୁଲର ଆପଣଙ୍କୁ ପ୍ରବଳ ଗରମରୁ ମୁକ୍ତି ଦେବ ।

ଆପଣ ଏକାଥରେ ୭୦ ଲିଟର ପାଣି ଫୁଲ୍ କରିପାରିବେ । ଅର୍ଥାତ୍, ଥରେ ଫୁଲ୍ ହୋଇଗଲେ, ଆପଣ ଦିନରାତି ଥଣ୍ଡା ପବନ ପାଇପରିବେ । ଏହି ଏୟାର କୁଲରରେ ଏକ ବରଫ ଚାମ୍ବର ମଧ୍ୟ ଦିଆଯାଉଛି । Power Guard ଏହି ଏୟାର କୁଲରର ମୂଲ୍ୟ ୨୦,୯୯୯ ଟଙ୍କା କିନ୍ତୁ ଏବେ ଆପଣ ଏହାକୁ ୬୩% ଡିସକାଉଣ୍ଟ ଅଫର ସହିତ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ଫ୍ଲିପକାର୍ଟ ବର୍ତ୍ତମାନ ଏହାକୁ ମାତ୍ର ୭,୬୯୯ ଟଙ୍କାରେ କିଣିବାର ଏକ ଭଲ ସୁଯୋଗ ପ୍ରଦାନ କରୁଛି ।

You Might Also Like

ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ

ରାଜ୍ୟରେ ଆହୁରି ବଢିବ ତାତି, ୨ରୁ ୪ ଡିଗ୍ରୀ ବଢିପାରେ ପାରଦ

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

ଇସ୍ରାଏଲ ଗାଜା ଉପରେ ପୁଣି ଥରେ କଲା ଆକ୍ରମଣ

ମେ ୧ ତାରିଖରୁ ବଦଳିବ ଏହି ସବୁ ନିୟମ

TAGGED:#UTKALA KHABARAir coolerBusiness newscooler price offer
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?