Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କୋଇଲା ବୋଝେଇ ଟ୍ରେନରେ ନିଆଁ, ଧାମରାରୁ ଯାଉଥିଲା ହାୱଡ଼ା

utkala khabar
Last updated: April 16, 2025 10:55 am
utkala khabar
Published April 16, 2025
Share
SHARE

ବାଲେଶ୍ୱର ୧୬/୦୪ : କୋଇଲା ବୋଝେଇ ଟ୍ରେନରେ ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନର ୨ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ମାଷ୍ଟର ସୋର ଷ୍ଟେସନକୁ ଜଣାଇଥିଲେ ।  ସୋର ଷ୍ଟେସନ ନିକଟରେ ଟ୍ରେନଟି ଅଟକାଇଥିଲେ । ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଷ୍ଟେସନରେ ପହଁଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ୧ଘଣ୍ଟାରୁ ଅଧିକ ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା ।  ରେଳ ବିଭାଗ ଘଟଣାର ତଦନ୍ତ କରୁଛି ।

You Might Also Like

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ

ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ

କ୍ୟାଲସିୟମ କାର୍ବାଇଡ ବ୍ୟବହାର ଉପରେ କଟକଣା ଲାଗୁ କଲା FSSAI

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

TAGGED:#odisha#UTKALA KHABARBalasoreCoalFire in a trainSoro
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?