Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

utkala khabar
Last updated: April 23, 2025 4:07 pm
utkala khabar
Published April 23, 2025
Share
SHARE

ସାଉଦି ଆରବ ୨୩/୪ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣ । ଦୁଇ ଦିନିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି ମୋଦି । ମୋଦୀଙ୍କ ଆରବ ଗସ୍ତରେ ବିଶେଷ ସ୍ୱାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୋଦିଙ୍କ ବିମାନ ପହଞ୍ଚିବା ପରେ ସାଉଦ୍ ଆରବ ବିମାନ ପକ୍ଷରୁ F-15 ଫାଇଟର ଜେଟ ସହ ତାଙ୍କୁ ଉଡାଣରେ ଆକାଶ ବିମାନ ସୁରକ୍ଷା ପ୍ରଦାନ କରାଯାଇଛି ।

ସୁଚନାନୁଯାୟୀ ମୋଦି ତୃତୀୟ ଥର ପାଇଁ ସାଉଦ ଆରବ ଗସ୍ତ କରିଛନ୍ତି । କିନ୍ତୁ ପୂର୍ବରୁ ମୋଦି ୨୦୧୬ ଓ ୨୦୧୯ ରେ ସାଉଦ ଆରବକୁ ୨ଥର ଗସ୍ତ କରିଥିଲେ । ହେଲେ ମୋଦି ସାଉଦ ଆରବର ଜେଦ୍ଦାକୁ ପ୍ରଥମ ଥର ଗସ୍ତ କରିଛନ୍ତି । ବୈଠକ ପାଇଁ ସେ ଜେଦ୍ଦାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଦୁଇ ଦେଶ ମଧ୍ୟରେ ଷ୍ତ୍ରାଟାଜିକ ପାର୍ଟନରସିପ ବୈଠକରେ ମୋଦି ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ୍ ସାମିଲ ହେବେ । ବୈଠକରେ ଉଭୟ ଦେଶର ନେତା ଅର୍ଥନୈତିକ ଏବଂ ରାଜନୈତିକ ସୁରକ୍ଷା ଗଠନ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି । ବୈଠକରେ ଅନେକ ଏମଓୟୁ ସ୍ୱାକ୍ଷର ହେବାର ସୂଚନା ମିଳିଛି ।

ଅନ୍ୟପଟେ ମୋଦି ଆରବ ଗସ୍ତରେ ପହଞ୍ଚିବା ପରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟାପାରରେ ଲାଭପ୍ରଦ ହେବା ସହ ବୁଝାମଣା ମଧ୍ୟ ସୁଦୃଢ ହୋଇଛି । ଆହୁରି ମଧ୍ୟ କହିଛନ୍ତି ଭାରତ-ସାଉଦି ଆରବର ସହଭାଗିତାର ସୀମାହୀନ ସୁଯୋଗ ରହିଛି । ଅସ୍ଥିରତା ପୂର୍ଣ୍ଣ ବିଶ୍ୱ ମଧ୍ୟରେ ସ୍ଥିରତାର ସ୍ତମ୍ଭ ଭାବରେ ଆମ ସମ୍ପର୍କ ସୁଦୃଢ଼ ରହିଛି  ।

You Might Also Like

ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ରାଶିଫଳରୁ ଜାଣନ୍ତୁ

ବଲିଉଡ ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ଭାଇରଲ ହେଲା କୋହଲିଙ୍କ ୧୦ମ ମାର୍କସିଟ୍

ମ୍ୟାଚ୍‌ ଭିତରେ ଅମ୍ପାୟାରଙ୍କ ସହ ଝଗଡ଼ା କଲେ ପରାଗ, ଭିଡିଓ ହେଲା ଭାଇରାଲ

ପାରାଦୀପରେ ହେବ ଏକ ନୂଆ ଏୟାରପୋର୍ଟ

TAGGED:#UTKALA KHABARf-15-fighter-jet-1Natioanal NewsPrime Minister Narendra ModiSaudi Arabia
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?