Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଭୟଙ୍କର କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଲକ୍ଷଣ

utkala khabar
Last updated: May 21, 2025 11:33 am
utkala khabar
Published May 21, 2025
Share
SHARE

ବିଶ୍ୱ ୨୧/୫ : ଏବେ ସାରା ବିଶ୍ୱରେ କରୋନାର ନୂତନ ଲହରୀ ଯୋଗୁଁ ଭୟଭୀତ ଲୋକେ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ । ୨୦୨୨ ମସିହାରେ କେବଳ ଏହି ପ୍ରକାର କରୋନା ଯୋଗୁଁ ମାମଲା ବୃଦ୍ଧି ପାଇଥିଲା । କରୋନାର ଏହି ଭାରିଆଣ୍ଟରେ ମ୍ୟୁଟେସନ ଅଧିକ ଥିବାରୁ ଏହା ଅଧିକ ବିପଦପୂର୍ଣ୍ଣ ହୋଇଛି । ବିଶେଷଜ୍ଞଙ୍କ ମତରେ ଏହା ଦ୍ରୁତ ଗତିରେ ବ୍ୟାପିଥାଏ ।

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ ଏହାର ଲକ୍ଷଣ ଅନ୍ୟମାନଙ୍କଠାରୁ ଭିନ୍ନ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନାକରୁ ପାଣି ବୋହିବା, ସୁଖିଲା କାଶ ହେବା, ଜ୍ୱର, ଗଳାରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା । ଭାରତରେ ଏହି ଭାଇରସକୁ ନେଇ ବହୁତ ବିପଦ ଚିନ୍ତା କରାଯାଇ ନାହିଁ ।

ଭାରତରେ ଲୋକମାନେ ପୂର୍ବରୁ ଓମିକ୍ରନ୍‍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏହାର ଉପ-ଭାରିଆଣ୍ଟ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି ।

ଏଥିପାଇଁ ନୂତନ ଭାଇରସରୁ ବିପଦ ଟିକେ କମ ରହିଛି, ତଥାପି ବୁଷ୍ଟର ଡୋଜ୍‍ ନେବାକୁ ଅପିଲ୍‍ କରାଯାଇଛି ।

କେନ୍ଦ୍ର ସରକାର କରୋନା ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ଏହା ଉପରେ ନଜର ରଖିଛନ୍ତି ।ଏହା ଉପରେ ନଜର ରହିଛି ଯେ ଆଗକୁ କାରଣ ମହାମାରୀ କେତେ ବ୍ୟାପୁଛି ଦେଖିବାକୁ ବାକି ରହିଲା ।

You Might Also Like

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

ପରଲୋକରେ ପୂର୍ବତନ ବିଧାୟକ

ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଶିଶୁ ବାଟିକା : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’

କାହିଁକି ବିଗବି କେବିସି ଛାଡ଼ିବେ ? କିଏ କରିବେ ହୋଷ୍ଟ ?

TAGGED:#UTKALA KHABARCorona virus 2025Covid AllertCovid-19MaharashtraNew active casesVariantWorld News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?