Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

utkala khabar
Last updated: April 22, 2025 4:24 pm
utkala khabar
Published April 22, 2025
Share
SHARE

ମୁମ୍ବାଇ ୨୨/୪ :ନିକଟରେ ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ବଲିଉଡ୍‌ର ପ୍ରିୟାପ୍ରୀତି  ପରମ୍ପରା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ୟୁଟ୍ୟୁବ୍‌  ପଡ୍‌କାଷ୍ଟ ହୋଷ୍ଟ୍‌ ଶୁଭଙ୍କର ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ନିଶ୍ଚିତ ଭାବେ ଫାଇଦା ମିଳେ ।

କାରଣ ଇଣ୍ଡଷ୍ଟ୍ରି ବିଷୟରେ ଓ ଏହାର ଲୋକଙ୍କୁ ସେମାନେ  ଜାଣନ୍ତି । ନ ଜାଣିଲେ ମଧ୍ୟ ସେମାନଙ୍କ ମା’ବାପା ଜାଣନ୍ତି ।  ସେଥିପାଇଁ ସେମାନେ ସେହି ସ୍ଥାନରେ ପହଞ୍ଚିପାରନ୍ତି,  ଯେଉଁଠି ନୁସ୍‌ରତ ପହଞ୍ଚି ପାରିବେ ନାହିଁ । ଯଦି କୌଣସି   ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ସେ ଭେଟିବାକୁ ଚାହିଁବେ,  ତାଙ୍କ ଫୋନ୍‌ ନମ୍ବର କେଉଁଠୁ ପାଇବେ ଏବଂ କାହାକୁ  ପଚାରିବେ ବୋଲି ନୁସରତ କହିଛନ୍ତି ।

ସୋନାକ୍ଷୀ ଓ ଶ୍ରଦ୍ଧା  କପୁରଙ୍କ ଭଳି ଷ୍ଟାର୍‌ କିଡ୍‌ଙ୍କୁ ନେଇ ସେ କହିଛନ୍ତି, ସେମାନଙ୍କୁ  ନେପୋ କିଡ୍‌ସ କହିବା ଉଚିତ୍‌ ନୁହେଁ । ଏ ଶବ୍ଦ ତାଙ୍କର  ପସନ୍ଦ ନୁହେଁ । କାରଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଂଘର୍ଷ  କରନ୍ତି । କିନ୍ତୁ କିଛି ମାର୍ଗ ସେମାନଙ୍କ ପାଖରେ ଅଛି, ତାହା ତାଙ୍କ  ପାଖରେ ନାହିଁ ବୋଲି ନୁସ୍‌ରତ କହିଛନ୍ତି । ଇଣ୍ଡଷ୍ଟ୍ରିର କିଛି ନିର୍ଦ୍ଦେଶକ  ତାଙ୍କ ଯାତ୍ରାରେ ଯୋଡ଼ି ହୋଇଛନ୍ତି, ଯାହାଙ୍କୁ ନୁସ୍‌ରତ ନିଜ ପରିବାର ଭଳି  ଦେଖନ୍ତି । ବିଶାଲ ଫୁରିୟାଙ୍କ ‘ଛୋରୀ-୨’ ଓଟିଟିରେ ମୁକ୍ତିଲାଭ କରିଛି

You Might Also Like

ମେ’ ୨ରୁ ଓଜେଇଇ ପରୀକ୍ଷା ଆରମ୍ଭ

କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

TAGGED:#entertainment news#UTKALA KHABARBollywood ActressNushrratt Bharuccha
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?